ଆସନ୍ତୁ ଜାଣିବା ଆଜିର ରାଶିଫଳ ସମ୍ବନ୍ଧରେ ।

0
316

ଆସନ୍ତୁ ଜାଣିବା ଆଜିର ଦିନ ଆପଣଙ୍କ ପାଇଁ କିପରି ହେବ ।ଆସନ୍ତୁ ଜାଣିବା ଆଜିର ରାଶିଫଳ ।
ମେଷ:ରହୁ ଏବଂ ବୁଧ ର କୁପ୍ରଭାଵ ହେତୁହଠାତ ପରିସ୍ଥିତି ବିଗିଡ଼ି ଯାଇପାରେ।ଅଧିକାଂଶ ସମୟରେ ଭୁଲରେ କିମ୍ବା ଦ୍ଵନ୍ଦ ରେ ପଡି ଅନ୍ୟ ବ୍ୟକ୍ତି ମାନଙ୍କୁ ସନ୍ଦେହ ଚକ୍ଷୁ ରେ ଦେଖିପାରନ୍ତି ।ବ୍ୟବସାୟ ଏବଂ ବାଣିଜ୍ୟ କ୍ଷେତ୍ରରେ ବହୁତ ସଫଳତା ମିଳିବ ।ଭାତୃବର୍ଗ ଦ୍ଵାରା ସମସ୍ୟା ସମାଧାନ କରିବେ।
ବୃଷ :ସ୍ୱାସ୍ଥ୍ୟ ସମସ୍ୟା ସାମାନ୍ୟ ନିମ୍ନଗାମୀ ହୋଇପାରେ।ପାରିବାରିକ କ୍ଷେତ୍ରରେ ଜଣେ ସମ୍ୱନ୍ଧୀୟ ମହିଳା ଙ୍କର ସହଯୋଗରେ ରହିଯାଇଥିବା ସମସ୍ୟାର ସମାଧାନ ହୋଇପାରେ।କୌଣସି ଗୋଟିଏ ଉନ୍ନତି ମୂଳକ କାର୍ଯ୍ୟ ପାଇଁ ଅତ୍ୟଧିକ ଟଙ୍କା ଆବଶ୍ୟକ ହୋଇପାରେ ।ପରିବାର ରେ ପିଲାମାନଙ୍କ ଅସୁବିଧା ଚିନ୍ତା କରିପାରନ୍ତି।
ମିଥୁନ:କୌଶଳ ପ୍ରୟୋଗ କରି ଚାହୁଁଥିବା କାର୍ଯ୍ୟ କୁ ସଫଳ କରିବେ ।ତଥାପି ପ୍ରତ୍ୟେକ ପରିସ୍ଥିତି ରେ କିଛି ନ କିଛି ପରିସ୍ଥିତି କୁ ସାମ୍ନା କରିବେ ।
କର୍କଟ:ରାଜ ଯୋଗକାରକ ମଙ୍ଗଳ ପାପ ଯୁକ୍ତ ହୋଇଥିବାରୁ କୌଣସି ବନ୍ଧୁ କିମ୍ବା ସ୍ଵଜନ ଙ୍କର ବିରୁଦ୍ଧରେ ଯାଇପରନ୍ତି।ପାରିବାରିକ କ୍ଷେତ୍ରରେ ସନ୍ଦେହ କିମ୍ବା ଭୁଲ ବୁଝାମଣା ହୋଇପାରେ।ପରୋକ୍ଷ ସମସ୍ୟା ବାଧା ସୃଷ୍ଟି କରିପାରେ।
ସିଂହ:ଆଜି ଏକାଦଶ ରବି ସପ୍ତମା ସ୍ଥିତି ରେ ରବି ଅବସ୍ଥାନ ହେତୁ ବାଧା ବଢକତା ସହ ସଫଳତା ଆପଣଙ୍କୁ ସ୍ପର୍ଶ କରିପାରେ ।ଦ୍ୱାଦଶ ରହୁ ଯୁକ୍ତ ବୁଧ ବନ୍ଧୁ ମନଙ୍କ ଭିତରେ କଳହ ସୃଷ୍ଟି କରିପାରେ।
କନ୍ୟା: ଶାରୀରିକ ସୁସ୍ଥ ଥିଲେ ମଧ୍ୟ କିଛିଟା କାରଣରୁ ମନ ଭଲ ରହିବ ନାହିଁ।ଶନିଙ୍କ କୋପ ଦୃଷ୍ଟି ହେତୁ ବାଟରେ ଫେରିବା ସମୟରେ ବନ୍ଧୁଙ୍କୁ ନପାଇ ବ୍ୟତିବେସ୍ଥ ହୋଇପାରନ୍ତି।ତାଥାପି କର୍ମ କ୍ଷେତ୍ରରେ ମର୍ଯ୍ୟଦା ପାଇବେ।ବ୍ୟବସାୟରେ ନୂତନ କିଛି ଯୋଡିବା ଆଶା ରେ ଚିନ୍ତାରେ ରହିବେ ।
ତୁଳା:ଅଷ୍ଟମ ଭାବସ୍ତ ଚନ୍ଦ୍ର ହେତୁ ପରିବାରରେ ଅସାନ୍ତି ବାତାବରଣ ହେତୁ ଦୁଖୀ ରହିପରନ୍ତି ।ବାଧ୍ୟ ବାଧକତା ମଧରେ ଘର କାମ ଛାଡି ବାହାର କାର୍ଯ୍ୟ ରେ ମାନଦେବେ ।ବ୍ୟବସାୟରେ ଝଗଡା ଲାଗିପାରେ।
ବିଛା:ଉଚ୍ଚ ସ୍ଥାନ ରେ ଭାଗ୍ୟଧିପତି ଚନ୍ଦ୍ରର ଅବସ୍ଥାନ ହେତୁ ଯେଉଁ କାମ ଅରମ୍ଭ କରିବାକୁ ଯାଉଛନ୍ତି ତାହା ପ୍ରଥମେ କଷ୍ଟ ଲାଗିବ ।ଯେଉଁ କାର୍ଯ୍ୟ କରିବେ ତାହା କେବେ ନିଷ୍ଫଳ ହେବ ନାହିଁ ।ଅଭିଲସିତ ଦିଗରୁ ଧନ ଉପାର୍ଜନ ର ସୁଯୋଗ ରହିଛି।ଅସାବଧାନତା ଯୋଗୁ ଦ୍ରବ୍ୟ ନଷ୍ଟ କାରଣରୁ ମାନସିକ ଅଶାନ୍ତି ପାଇବେ।
ଧନୁ:ଚନ୍ଦ୍ରଙ୍କ ଦ୍ୱାରା ପ୍ରଭାବିତ ବିପରୀତ ରାଜଯୋଗ ପ୍ରଭାବ ହେତୁ କୌଣସି ନୂତନ କାର୍ଯ୍ୟ କରିବା ପାଇଁ ମନ ବଳାଇ ସଫଳତା ଲାଭ କରିବେ।ପାରିବାରିକ କଳହ କାରଣରୁ ଦୁଶ୍ଚିନ୍ତା ରେ ରହିପାରନ୍ତି।ନିଜ ଲୋକ ମାନେ ବିଶ୍ୱାସ ଘଟକତା କରିପାରନ୍ତି ।ଏଣୁ ସତର୍କ ରେ ଚଳିବା ପାଇଁ ଧ୍ୟାନ ଦିଅନ୍ତୁ।
ମକର:ଦୁର୍ବଳ କର୍ମାଧିକ ଏକାଦଶ ହେତୁ ଅସଜନଙ୍କ ପ୍ରାପ୍ୟ ମିଳିନପାରେ ।କିନ୍ତୁ ନିରାଶ ହେବନାହିଁ ।ବନ୍ଧୁଙ୍କ ଆଚରଣ ସନ୍ଦେହ ସୃଷ୍ଟି କରିପାରେ।ଶାରୀରିକ ପୀଡା ଅନୁଭବ କରିବେ।
କୁମ୍ଭ: ଆଜି ସଷ୍ଟାଧି ପତି ଚନ୍ଦ୍ର ଚତ୍ରୁର୍ଥସ୍ଥ ହେତୁ ଯେଉଁ କାର୍ଯ୍ୟ ଅରମ୍ଭ କରିବାକୁ ଯାଉଛନ୍ତି ତାହା ପ୍ରଥମେ କଷ୍ଟ ଦେବ।ବ୍ୟବସାୟ କ୍ଷେତ୍ରରେ ସୁଫଳ ଲାଭ କରିବେ ।ଆଶା କରୁଥିବା ଦିଗରେ ସହକର୍ମୀଙ୍କ ଦ୍ଵାରା ଶୁଭ ଖବର ପାଇବେ ।
ମୀନ:କୋୖଣସି କାର୍ଯ୍ୟ ଅଟକିବନାହିଁ ଏବଂ ସହଜରେ ମଧ ହେବନାହିଁ ।ନିର୍ମାଣ ବାଣିଜ୍ୟ ଏବଂ ବ୍ୟବସାୟରେ ମନାନ୍ତର ଦେଖାଦେବ।ଯାତ୍ର ସମୟରେ ଵ୍ୟସ୍ତ ନହୋଇ ଧୀର ରୁହନ୍ତୁ ।ବିଳମ୍ବରେ ସଫଳତା ପାଇପାରିବେ ।

LEAVE A REPLY

Please enter your comment!
Please enter your name here