ଓଡ଼ିଆ ଫିଲ୍ମର ହିରୋ କୋଉ କମ୍ପାନୀର ମୋବାଇଲ ବ୍ୟବହାର କରୁଛନ୍ତି ।

0
358

ଓଡିଆ ଜଗତର ହିରୋମାନେ ବହୁତ ପ୍ରକାର ଫୋନ୍ ବ୍ୟବହାର କରୁଛନ୍ତି।
1+3 t ଫୋନ୍ ପୁପିନ୍ଦର୍ ସିଂ ବ୍ୟବହାର କରୁଛନ୍ତି ୨୫,୯୯୯ ଟଙ୍କା ର ।
ଯାଜପୁର ସହରର ଖ୍ୟାତିନାମ ଅଭିନେତା ଆକାଶ ଦାସ୍ ନାୟକ Samsung Galaxy s7 edge ଫୋନ ବ୍ୟବହାର କରୁଛନ୍ତି ଯାହାର ମୂଲ୍ୟ ୪୨,୯୦୦ ଟଙ୍କା ।
ଅଭିନେତା ଜ୍ୟୋତି ରନ୍ଜନ୍ ନାୟକ honour 8 pro ଫୋନ ବ୍ୟବହାର କରୁଛନ୍ତି ୨୯,୯୯୯ଟଙ୍କା ର।
ଅଭିନେତା ଅନସୁମାନ୍ sony experia xz premium ଫୋନ ବ୍ୟବହାର କରୁଛନ୍ତି ୫୯,୯୯୦ ଟଙ୍କା ର।

ଅଭିନେତା ଅଭିଶେକ୍ HTC u-11 ଫୋନ ବ୍ୟବହାର କରୁଛନ୍ତି ଯାହାର ମୂଲ୍ୟ ୫୧,୯୯୯ ଟଙ୍କା ର।

ସୁପରଷ୍ଟାର ସିଦ୍ଧାନ୍ତ ମନମୋହନ ମହାପାତ୍ର, LG G6 ଫୋନ ବ୍ୟବହାର କରୁଛନ୍ତି ଯାହାର ମୂଲ୍ୟ ୩୩,୮୦୦ ଟଙ୍କା ନାୟକ ଅରିନ୍ଦମ୍ ରାୟ, one plus5 ଫୋନ ବ୍ୟବହାର କରୁଛନ୍ତି ଯାହାର ମୂଲ୍ୟ ୩୨,୯୯୯ ଟଙ୍କା ର।
ଅଲବମ ଜଗତରୁ ପାଦ ଥାପି ଏବେ ବହୁତ ବଡ଼ କଳାକାର ହୋଇଥିବା ସବ୍ୟସାଚୀ ମିଶ୍ର Google pixel xL ଫୋନ ବ୍ୟବହାର କରୁଛନ୍ତି ଯାହାର ମୂଲ୍ୟ ପାଖାପାଖି ୩୯,୯୯୯ ଟଙ୍କା ।
ବାବୁସାନ୍ ମହାନ୍ତି Samsung galaxy s8+ ଫୋନ ବ୍ୟବହାର କରୁଛନ୍ତି ୫୮,୯୦୦ ଟଙ୍କା ର।

LEAVE A REPLY

Please enter your comment!
Please enter your name here