ଏହି ସବୁ କଥା ପତ୍ନୀ ନିଜ ସ୍ୱାମୀକୁ ଲୁଚାଇଥାଏ ।

0
259

କଥାରେ ଅଛି ବୈବାହିକ ଜୀବନ ସୁଖମୟ ହେବାପାଇଁ ସ୍ୱାମୀ ଏବଂ ସ୍ତ୍ରୀ ମଧ୍ୟରେ ବୁଝାମଣା ଠିକ ରହିବ ଦରକାର ।ଏହା ଯଦି ସ୍ୱାମୀ ସ୍ତ୍ରୀ ମଧ୍ୟରେ ନରହେ ତେବେ ଘର ଘର ହେଇ ରହିବ ନାହିଁ,ଘର ନର୍କ ପରି ଲାଗିବ ।ସେଥିପାଇଁ ସବୁବେଳେ ନିଜ ମଧ୍ୟରେ ବୁଝାମଣା ରହିବ ଆବଶ୍ୟକ ।କିଛି କଥା ସ୍ତ୍ରୀ ମନେ ସ୍ୱାମୀମାନଙ୍କୁ ନକହି ଲୁଚେଇ ଥାନ୍ତି ।ସେହି କେତେ ଗୁଡିଏ କଥା ଆଜି ଆମେ ଜାଣିବା ।ସ୍ତ୍ରୀମାନେ ନିଜର ପୁରୁଣା ପ୍ରେମ କୁ ସ୍ୱାମୀ ସମ୍ମୁଖରେ ଲୁଚାଇଥାନ୍ତି ।

କାରଣ ଏଇଆ ଯେ ସେମାନଙ୍କ ବୈବାହିକ ଜୀବନ କାଳେ ଅସୁବିଧାର ସମ୍ମୁଖୀନ ହେବ । ପ୍ରତ୍ୟେକ ବ୍ୟକ୍ତି ଜୀବନରେ ପ୍ରେମ ରହିଥାଏ ।ସେହିପରି ପ୍ରତ୍ୟେକ ମହିଳା ମାନେ ନିଜ ବିବାହ ପୂର୍ବରୁ ପ୍ରେମ ସମ୍ପର୍କରେ ରହିଥାନ୍ତି ମାତ୍ର ବିବାହ ପରେ ସେ ସବୁ ଭୁଲି ଯାଇ ବିବାହ କଗିଥିବା ସ୍ୱାମୀ କୁ ନିଜ ପାଟି ପରମେଶ୍ବର ଭାବିଥାନ୍ତି ।ମାତ୍ର ବୈବାହିକ ଜୀବନ କାଳେ ବାଧାପ୍ରାପ୍ତ ହେବ ସେଥିଲାଗି ସେମାନେ ଏହି କଥା ଲୁଚାଇଥାନ୍ତି ।ଦିତୀୟ ରେ ଆସିଲା ନିଜ ମନର କଥା।

ସ୍ତ୍ରୀମାନେ ନିଜର ମନର କଥା କୁ ସବୁବେଳେ ଲୁଚାଇଥାନ୍ତି ।ସ୍ୱାମୀ ଏବଂ ସ୍ତ୍ରୀ ମଧ୍ୟରେ କଳହ ଲାଗିବ ସ୍ୱାଭାବିକ କଥା ମାତ୍ର ଏହି କଳହ କୁ ଶେଷ କରିବା ପାଇଁ ଜଣଙ୍କୁ ପଛ ଘୁଞ୍ଚା ଦବାକୁ ପଡିଥାଏ ।ପ୍ରାୟତଃ ଅଧିକ ସମୟରେ ସ୍ତ୍ରୀମାନେ ହିଁ ପଛଘୁଞ୍ଚା ଦେଇଥାନ୍ତି ।କାରଣ ସେମାନେ ନିଜର ଇଛା ତ୍ୟାଗ କରିଦିଅନ୍ତି ନିଜ ସ୍ୱାମୀ ପାଇଁ । ତୃତୀୟ ରେ ଆସିଲା ଲୁଚାଇଥିବା ଟଙ୍କା ।ସାଧାରଣତଃ ସ୍ତ୍ରୀ ମନେ ସ୍ୱାମୀ କୁ ଲୁଚାଇ କିଛି ଟଙ୍କା ରଖିଥାନ୍ତି ।ସେମାନେ ଏହି ଟଙ୍କା କୁ ସ୍ୱାମୀକୁ ନଜାଣି ଲୁଚାଇଥାନ୍ତି।

ମାତ୍ର ଘରର ଅସୁବିଧା ସମୟରେ ସେହି ଟଙ୍କା କୁ ଦେଇ ପରିବାର ଉପରକୁ ଆସିଥିବା ବିପଦକୁ ଦୁରେଇଥାନ୍ତି ।୩ରୁଥାରେ ଆସିଲା ପର ସ୍ତ୍ରୀ କିମ୍ବା ନିଜ ସଙ୍ଗ ମାନଙ୍କ ସହ

ହୋଇଥିବା କଥା ବାର୍ତା ।ସ୍ତ୍ରୀମାନେ ପ୍ରାୟତଃ ନିଜ ସାଙ୍ଗମାନଙ୍କ ସହ କିଛି ଗୁପ୍ତ କଥା ବିଷୟରେ ଆଲୋଚନା କରିଥାନ୍ତି ।ମାତ୍ର ସେହି ଲଥ ଗୁଡିକୁ ସ୍ୱାମୀ କୁ କହିନଥାନ୍ତି ।

LEAVE A REPLY

Please enter your comment!
Please enter your name here