ଆଜି ୧୯.୦୯.୨୦୧୮ ବୁଧବାର ,ଆଜିର ରାଶିଫଳ କେମିତି କଟିବ ଆପଣଙ୍କର ଦିନ।

0
287

ମେଷ:-

ପୂଜାଅର୍ଚନାରେ ଅଧିକ ସମୟ କାଟିବ। କିଛି ନୂଆ କରିବା ପାଇଁ ମନରେ ଆଗ୍ରହ ବଢିବ। ଗୋଟିଏ ଦିଗରେ ପ୍ରୟାସ କରନ୍ତୁ ସଫଳତା ପାଇବେ। ପରିବାରରେ ଖୁସିର ମାହୋଲ ରହିବ।ଶୁଭରଙ୍ଗ-ଧୂସର। ଆରାଧନା:-ହରପାର୍ବତୀ।

ବୃଷ:-

ଅପଣଙ୍କ ମନ ଆଧ୍ୟାତ୍ମିକ ଦିଗରେ ଲାଗି ରହିବ। ପରିଜନକ ସହିତ ମନ୍ଦିରକୁ ମନ୍ଦିରକୁ ଠାକୁରଙ୍କୁ ଦର୍ଶନ ପାଇଁ ଯାନ୍ତୁ ଶୁଭଫଳ ପ୍ରାପ୍ତି ହେବେ। ରାଜନୀତିରେ ସାମାଜିକ କାର୍ଯ୍ୟ କରିବାର ସୌଭାଗ୍ୟ ପ୍ରାପ୍ତ ହେବ। ଶୁଭରଙ୍ଗ:- ବାଦାମୀ ଆରାଧନା-ମା ଶାରଳା

ମିଥୁନ:-ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ। ନିଜର ବ୍ୟବହାର ପ୍ରତି ଟିକେ ସତର୍କ ରୁହନ୍ତୁ।ମାତା ପିତାଙ୍କ ଆଶ୍ରିବାଦ ନେଇ ଆଗକୁ ବଢନ୍ତୁ ସଫଳତା ମିଳିବ।ଗୁରୁତ୍ତ୍ୱପୁର୍ଣ ମାମଲାରେ ବନ୍ଧୁଙ୍କ ସହ କଥାବାର୍ତ୍ତା ହେବେ। ଶୁଭରଙ୍ଗ:- ଧଳା।ଆରାଧନା:- ମା ସମଲେଶ୍ବରୀ।

କର୍କଟ:-

ଦିନଟି ସୁଭପ୍ରଦ। ବ୍ୟର୍ଥ ଚିନ୍ତାରୁ ମୁକ୍ତି ପାଇବେ। ସରକାରୀ ଚାକିରୀଆଙ୍କୁ ଖୁସି ଖବର ମିଳିବ।ରାଜାନୈତିକ କାମରେ ରୁଚି ରହିବ।ମହିଳା ବ୍ୟବସାୟିଙ୍କ ଲାଗି ଦିନଟି ଲାଭପ୍ରଦ ହେବ।ଶୁଭରଙ୍ଗ:-ଧଳା।ଆରାଧନା:- ସତ୍ୟନାରାୟଣ।

ସିଂହ:-

କାମରେ ସଫଳତା ଲାଗି ସମ୍ପୂର୍ଣ୍ଣ ଉର୍ଯା ଲଗାଇବାକୁ ପଡିବ। ସହଯୋଗୀଙ୍କ ସହାୟତାରେ ମାନ ପ୍ରତିଷ୍ଠା ହେବ। ଅଚାନକ ଧନ ଲାଭର ନଜ଼ର ଆସିବ। ପ୍ରେମିକ ପ୍ରେମିକଙ୍କ ଲାଗି ଦିନଟି ଖୁବ ଭଲ।ଶୁଭରଙ୍ଗ-ଲାଲ।ଆରାଧନା-ମା ଲଷ୍ମୀ!

କନ୍ୟା:-

ଆଜି ଆପଣଙ୍କ ଆତ୍ମବିଶ୍ବାସ ଭାରିହୋଇ ରହିବ। ମନରେ ଲାଗି ରହିଥିବା ଚିନ୍ତା ସମାପ୍ତ ହେବ।କାର୍ଯ୍ୟ କ୍ଷେତ୍ରରେ ଆଗକୁ ବଢ଼ିବା ଲାଗି ନୂଆ ସୁଯୋଗ ମିଳିବ।ବନ୍ଧୁଙ୍କ ସହ ସମ୍ବନ୍ଧ ମଧୁର ହେବ।ଶୁଭରଙ୍ଗ- ଘିଅ ରଙ୍ଗ।ଆରାଧନା-ସନ୍ତୋସି ମା!

ତୁଳା:-

ଦିନଟି ଅପଣଙ୍କ ଲାଗି ଢ଼େର ସୁଭାଫଳ ଆଣିଦେବ!ଅପଣଙ୍କୁ ପଇସା କମାଇବା ପାଇ ବିଚାର ଦେବା ଲୋକ ମିଳିବେ।ଆଇନକାନୁନ ମାମଲାରେ ଆରାମ ମିଳିବ।କୌଣସି ନିର୍ମାଣ କାର୍ଯ୍ୟ ଲାଗି ଯୋଜନା ପ୍ରସ୍ତୁତ କରିବେ।ଶୁଭରଙ୍ଗ:- ଧଳା।ଅରାଧନା- ହରାପର୍ବର୍ତି ବିଛା:- ସଫଳତାର ନୁଆ ପାହାଚରେ ପାଦ ରଖିବେ। ବିଭିନ୍ନ ଲୋକଙ୍କ ସହ ମିଶିବେ।ନିକଟ ସମ୍ପର୍କୀୟ ଦ୍ଵାରା ଫାଇଦା ପାଇବେ। ସାନ୍ଧ୍ୟରେ ପରିବାର ସହିତ ଅନନ୍ଦଉଲ୍ଲାସରେ ସମୟ କାଟିବ! ଶୁଭରଙ୍ଗ:-ମେରୋନ।ଆରାଧନା- ମା ଭଏରବି!

ଧନୁ:-ଅପଣଙ୍କ ବ୍ୟକ୍ତିତ୍ୟ ସୂର୍ଯ୍ୟ ଭଳି ଚମକିବ। ଆପଣ ଉନ୍ନତି ପଥରେ ଲାଗି ରହିଥିବା ବାଧା ଦୁରହେବ। କିଛି ଲୋକ ଆପଣଙ୍କର ରାୟ ନେବେ। ରାଜନିତି କ୍ଷେତ୍ରରେ ଥିବା ଲୋକଙ୍କୁ ସଂମାନ ମିଳିପାରେ। ଶୁଭରଙ୍ଗ-ଧଳା।ଆରାଧନା- ସୂର୍ଯ୍ୟଦେଵ!

ମକର:-ଭାଗ୍ୟ ବଦଳେଇବା ଲାଗି ଶୁଭ ସମୟ। ଯେତେ ମିଠା କଥା କହିବେ ସେତେ ଲାଭ ପାଇବେ। ଚିତ୍ରଶିଳ୍ପୀଙ୍କୁ ଲାଭ ମିଳିବ। ସନ୍ଧ୍ୟାରେ ପରିବାର ଲୋକଙ୍କ ସହ ଜୀବନ ଆନନ୍ଦମୟ ହେବ ଶୁଭରଙ୍ଗ-ନୀଳ।ଆରାଧନା-ଶ୍ରୀ ଗଣେଶ!

କୁମ୍ଭ:-

ଭାବନାରେ ସକରାତ୍ମକ ବଯ଼ାଏ ରଖନ୍ତୁ। ନୂଆ କାମ ଆରମ୍ଭ କରିବା ପୂର୍ବରୁ ମାତାପିତାଙ୍କ ରାୟ ନିଅନ୍ତୁ ଭଲ ହେବ।ବ୍ୟବସାୟରେ ସଉଦା କରିବା ଲାଗି ରାଜ୍ୟ ବାହାରକୁ ଯିବେ।ଶୁଭରଙ୍ଗ- କଫିରଙ୍ଗ।ଆରାଧନା-ମା ଲକ୍ଷ୍ମୀ !

ମୀନ:-

ଦିନଟି ଅପଣଙ୍କ ଲାଗି ବହୁତ ଅନୁକୂଳ ଅଛି।କାର୍ଯ୍ୟ କ୍ଷେତ୍ରରେ ଏଭଳି ଅବସର ମିଳିବ ଯାହା ଦ୍ଵାରା ଆମଦାନୀ ବୁଦ୍ଧି ହେବ। ଚାକିରିଆଙ୍କୁ ଅଧିକାରୀଙ୍କ ସହଯୋଗ ମିଳିବ।ଦାମ୍ପତ୍ୟ ଜୀବନରେ ପ୍ରେମ ବଜାଇ ରହିବ।ଶୁଭରଙ୍ଗ- ଲାଲ।ଆରାଧନା- ମା ଦୁର୍ଗା !

LEAVE A REPLY

Please enter your comment!
Please enter your name here