ନିଜର ସନ୍ତାନ ମାନଙ୍କୁ ସୁଧାରିବା ପାଇଁ ଆସିଗଲା ନୂଆ ଅପ ଏହାର ଲାଭ ଆପଣ କିଛି ଏପରି ପାଇପରବେ।

0
284

ବର୍ତ୍ତମାନ ର ଦୁନିଆ ସ୍ମାର୍ଟଫୋନ ର ଦୁନିଆ ।ଲୋକମାନେ ନଖାଇକି ରହିଯିବେ ମାତ୍ର ମୋବାଇଲ ବିନା 5 ମିନିଟ ବି ରହିବ କଷ୍ଟକର ହୋଇଗଲାଣି ।ଆଜିକାଲି ଯୁବପଢି ମୋବାଇଲ ରେ ବହୁତ ତଥ୍ୟ ରଖୁଛନ୍ତି ମାତ୍ର ସେହି ତଥ୍ୟ ଆପ lock ସାହାଯ୍ୟରେ ସୁରକ୍ଷିତ ରହିଥାଏ ।ବର୍ତ୍ତମାନ ସମୟରେ ବହୁତ ଗୁଡିଏ ୱେବସାଇଟ କୁ ଆପଣମାନେ ବ୍ୟବହାର କରିବାକୁ ଚାଂହୁନଥିବେ ମାତ୍ର ସେହି ୱେବ୍ସାଇଟ ବାରମ୍ବାର ଖୋଲିଯାଇଥାଏ ହୁଏତ ଆପଣଙ୍କର ପିଲା କିଛି ୱେବ୍ସାଇଟ ବାରମ୍ବାର ଖୋଲୁଛି ମାତ୍ର ଆପଣ ଜାଣିପାରୁନାହାନ୍ତି ଏପରି ପରିସ୍ଥିତିରେ ଏହା ଆପଣଙ୍କର ବହୁତ ସାହାଯ୍ୟ କରିବ।

ଅପଣମାନେ ଦେଖୁଥିବେ ବହୁତ ୱେବ୍ସାଇଟ block ହୋଇଯାଇଥାଏ ।ସେ ଆପ୍ଲିକେସନ ର ନାମ ହେଲା blocksite ।ଏହାକୁ ଇନ୍ସଟଲ କରିବା ପରେ ତାର permision କୁ enable କରିନେବେ।ଏହା ପରେ plus icon କୁ କ୍ଲିକ କରିବେ।plus icon ରେ ଯେମିତି ଆପଣ କ୍ଲିକ କରିବେ ଏଠି ଆପଣ କୌଣସି website କୁ block କରିପାରିବେ । ଯଦି ଆପଣ କିଛି ଆପ୍ଲିକେସନ କୁ ବ୍ଲକ କରିବା ପାଇଁ ଚାହୁଁଛନ୍ତି ସେଠି ଆପ୍ଲିକେସନ କୁ select କରନ୍ତୁ ଏହା ବ୍ଲକ ହେଇଯିବ। ତାପରେ ଦେଖନ୍ତୁ କି ଅପ୍ସନ ଦେଖିବାକୁ ମିଳିବ adult website କୁ ଆପଣ ବ୍ଲକ କରିପାରିବେ ।

ଯେତିକି ବି adult website ଅଛି ଏହି ଆପ୍ଲିକେସନ ଦ୍ୱାରା ବ୍ଲକ ହେଇଯିବ। କୌଣସି adult website ଓପନ ବି ହବନି। ଏହାପରେ ଯଦି ଆପଣ ସେ ବ୍ଲକ ଆପ କୁ ଓପନ କରୁଛନ୍ତି ତାହେଲେ ସେ show କରିବକି this application is blocked by block site ଯଦି ଆପଣ back କରିବେ back ହବ କିନ୍ତୁ ସେ ଆପ୍ଲିକେସନ ଓପନ ହେବନାହିଁ। ଯଦି ଆପଣ ପୁଣି setting କୁ ଯାଇ ଅଫ କରିବେ ସେ ଆପ୍ଲିକେସନ ଅଫ ହବ ନହେଲେ ହେଇପାରିବନି।

LEAVE A REPLY

Please enter your comment!
Please enter your name here