ଲବ ସେକ୍ସ ଆଉ ଧୋକାର ନୂତନ କାହାଣୀ ସ୍ୱାମୀକୁ କହି ରଖିଲି ଶାରୀରିକ ସମ୍ପର୍କ ।

0
1906

ଲବ ସେକ୍ସ ଆଉ ଧୋକା ଏହି କଥା କେବେଳ ଫିଲ୍ମରେ ନୁହେ ସତ ଜୀବନରେ ମଧ୍ୟ ଘଟିବାର ଦେଖିବାକୁ ମିଲୁଛି , ଘଟଣାଟି ହେଉଛି ଆମ ଭୁବନେଶ୍ୱରର ଜଣେ ଝିଅ ସ୍ୱାମୀଙ୍କୁ ଛାଡପତ୍ର ଦେଇ ପ୍ରେମିକକୁ ବିବାହ କରିବାକୁ ଯିବା ସମ୍ୱର୍ଵ ପ୍ରେମିକ ବିବାହ ପାଇଁ ମନ କରିଦେଲେ । ଘଟଣାଟି ଏପରି ଯେ ଜଣେ ଝିଅ ଆମେରିକାରେ ରହୁଥିବା ଜଣେ ଓଡ଼ିଆ ଯୁବକଙ୍କ ସହ ବିବାହ କରିଥିଲେ ଓ ବେଶ କିଛିଦିନ ଆମେରିକାରେ ରହିଥିଲେ ସ୍ୱାମୀ ଓ ସ୍ତ୍ରୀ

ବହୁତ ଖୁସିରେ ଜୀବନ ଯାପନ କରିଥିଲେ କିଛିଦିନପୁର୍ବେ ସ୍ତ୍ରୀ ଓଡିଶା ଆସିଥିଲେ ଓ ସେଠି ଜଣେ କଲେଜର ପୂର୍ବତନ ବନ୍ଧୁ ସହ ଦେଖା ହୋଇଥିଲା ବୁଲା ବୁଲି ଫିଲ୍ମ ଦେଖିବା ଚାଲିଥିଲା

କିଛିଦିନ ପରେ ଝିଅ ପଡିଯାଇଥିଲେ ନୂତନ ପ୍ରେମିକଙ୍କ ପ୍ରେମରେ ଓ ଶାରୀରିକ ସଂପର୍କ ମଧ୍ୟ ରଖିଥିଲେ । ପୁଅ ତାଙ୍କୁ କହିଥିଲେ ମୁ ତୁମକୁ ଯୁକ୍ତଦୁଇ ସମୟରୁ ଭଲ ପାଇ ଆସୁଥିଲି କିନ୍ତୁ କିଛି କାରଣ ଯୋଗୁ ମୁ ତୁମକୁ କହିପରିଲିନି ମୁ ବହୁତ ଛୋଟ ଥିଲି ଓ ମୋର ବିବାହ ବୟସ ମଧ୍ୟ ହୋଇନଥିଲା ତେଣୁ ମୁ କିଛି କରିପାରିଲି ନାହିଁ ତୁମର ବିବାହ ହୋଇଗଲା ଆଉ ମୁଁ ଆଜି ବି ତୁମକୁ ବହୁତ ଭଲ ପାଏ । ପୁରୁଷ ବବଧୁ ଜଣଙ୍କ ବିବାହ ପାଇଁ ମଧ୍ୟ ପ୍ରସ୍ତାଵ ଦେଇଥିଲେ ତେଣୁ ମହିଳା ଜଣଙ୍କ ନିଜ ସ୍ୱାମୀଙ୍କ ଠାରୁ ଛାଡପତ୍ର ନେବାକୁ କହି ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ ଏହାର କିଛିଦିନ ପରେ ପୁରୁଷ ବନ୍ଧୁ ଜଣଙ୍କ ବିଭାବକରିବାକୁ ରାଜି ହେଉନାହାନ୍ତି ।

ଭୁବନେଶ୍ୱରରେ ସେ ଏକ ଇନ୍ତ୍ୱରିଡ ଡିଜାଇନ କାମ କରୁଥିଲେ ଏବେ ତାଙ୍କର ଜୀବନ ଦୁଃଖରେ ଭାରି ଯାଇଛି ନା usa ରେ ଥିବା ତାଙ୍କ ସ୍ବାମିଙ୍କ ପାଖରେ ପହଂଚି ପାରୁଛନ୍ତି ନା ସେ ପ୍ରେମିକକୁ ଵିବାହ କରିପାରୁଛନ୍ତି । ଏହାକୁ ନେଇ ସେ ତାଙ୍କ ପୁରୁଷ ବନ୍ଧୁଙ୍କ ନାଁରେ ଥାନାରେ ଏତଲା ଦେଇଛନ୍ତି । ଏହି ସବୁ ଭୁଲ କାହାର ?? ଓ ଝିଅ ଏବେ କଣ କରିବା ଦରକାର କମେଣ୍ଟ ବକ୍ସ ରେ ନିହାତି ଜଣେଇବେ ।

LEAVE A REPLY

Please enter your comment!
Please enter your name here