ଯଦି ଇଂରେଜ ମାନେ ଦେଶକୁ ଶାସନ କରିନଥାନ୍ତେ ଭାରତର ଅବସ୍ଥା କିପରି ରହିଥାନ୍ତା।

0
381

କେବେ ଚିନ୍ତା କରିଛନ୍ତି କି ଯଦି ଭାରତ ଇଂରେଜ ମାନଙ୍କ ଦ୍ଵାରା ଶାସିତ ହୋଇନଥାନ୍ତା ତେବେ ଭାରତର ଅବସ୍ଥା କଣ ହୋଇଥାନ୍ତା। ପ୍ରକୃତରେ ଯଦି ସେମାନେ ଶାସନ ନକରିଥାନ୍ତେ ତେବେ ଆମେ ଅପଢୁଆ ଓ କମଜୋର ଦେଶ ଭାବରେ ପରିଗଣିତ। ପୁରା ଇତିହାସରେ ଭାରତର ଛବି ସମ୍ପୂର୍ଣ ପରିବର୍ତିତ ହୋଇଛି। ଭାରତକୁ ସ୍ୱାଧୀନ ବନେଇବା ପାଇଁ ବହୁତ ଦେଶପ୍ରେମୀ ପ୍ରାଣତ୍ୟାଗ କରିଛନ୍ତି। ଆଜି ଯଦି ଆମେ ଘରେ ଶାନ୍ତିରେ ବସି tv,facebook, whats app ଚଲାଉଛେ ତେବେ କେବଳ ସେହି ଦେଶପ୍ରେମୀଙ୍କ ମାନଙ୍କପାଇଁ ସବୁ ସମ୍ଭବ ଅଟେ।ଆପଣମାନେ କେବେ ଭାବିଛନ୍ତି ଯଦି ଅଂଗ୍ରେଜ଼ ଶାସନ କରିନଥାନ୍ତେ ତେବେ ଆମେ କଣ ଏତେ ପରିବର୍ତନ ହୋଇପାରିଥାନ୍ତେ। ଏହି କଥା ସମସ୍ତେ ଥରେ ଭାବିବା ଉଚିତ। ଏତତ୍ ବ୍ୟତୀତ ଇଂରେଜ଼ ଛଡା ଅନ୍ୟ ଦେଶମାନେ ମଧ୍ୟ ଶାସନ କରୁଥିଲେ। ଇଂରେଜ଼ମାନେ ଭାରତରେ ୨୬୦ବର୍ଷ ରାଜୁତି କରିଥିଲେ କିନ୍ତୁ ମୋଗଲମାନେ ୪୦୦ବର୍ଷ ଶାସନ କରିଥିଲେ।ଭାରତ ଉପରେ ବହୁତ ଛୋଟ ଛୋଟ ଦେଶ ଆକ୍ରମଣ କରିସାରିଛି । ଯେତେଦେଶ ଶାସନ କଲେ ବି ଇଂରେଜ଼ମାନଙ୍କ ସବୁଠାରୁ ଶ୍ରେଷ୍ଠ ଶାସନ କରିଥିଲେ।ମୋଗଲମାନେ ଯାହା ୪୦୦ ବର୍ଷରେ କରିନଥିଲେ ଇଂରେଜ଼ ତାହା ୨୬୦ ବର୍ଷରେ କରିଦେଇଥିଲେ। ଇଂରେଜ଼ମାନେ ଆମ ଦେଶକୁ ପୁରା ଭିକାରୀ କରିଦେଇଥିଲେ,ସ୍ଥିତିକୁ ଫେରିଆସିବାକୁ ତଥାପି ଭାରତକୁ ବହୁତ ସଂଘର୍ଷ କରିବାକୁପଡିଥିଲା। ୧୭୦୦ ଶତାବ୍ଦୀରେ ଭାରତ ସବୁଠାରୁ ଅଧିକ ରପ୍ତାନି କରିବାରେ ଏକ ନମ୍ବର ଦେଶ ଥିଲା। ସେହି ସମୟରେ ଭାରତର GDP 27% ଥିଲା। ଭାରତ ସ୍ୱାଧୀନ ପରେ 27%ରୁ କମି3% ରେ ପହଂଚିଗଲା। ଦ୍ୱିତୀୟ ବିଶ୍ୱ ଯୁଦ୍ଧରେ ଭାରତର କିଛି ସମ୍ପର୍କ ନଥାଇ ମଧ୍ୟ ଇଂରେଜ଼ ମାନଙ୍କ ହୁକୁମତ କାରଣରୁ ଆମର ବହୁତ ସୈନିକ ମୃତ୍ୟୁ ବରଣ କରିଥିଲେ।ଆଜି ଭାରତର ଫୌଜ ସବୁଠାରୁ ଶକ୍ତିଶାଳୀ ଫୌଜ ଏବଂ ତାହା ମଧ୍ୟ ସଫଳତା କେବଳ ଇଂରେଜ଼ ମାନଙ୍କ ଦ୍ଵାରା ସମ୍ଭବ। ସେହି ସମୟରେ ହିନ୍ଦୁପ୍ରଥା ଅନୁସାରେ ଯଦି ସ୍ୱାମୀର ମୃତ୍ୟୁ ହୋଇଯାଏ ତେବେ ସ୍ତ୍ରୀ ମଧ୍ୟ ତା ସ୍ୱାମୀର ଜିତାରେ ମାରିବାକୁ ପଡିଥାଏ। ଏହି ପ୍ରଥାକୁ ବନ୍ଦକରିବାପାଇଁ ଆକବର ଓ ଔରଙ୍ଗଜେଵ ବହୁତ ଚେଷ୍ଟା କରିଥିଲେ କିନ୍ତୁ ଏଥିରେ ସଫଳତା ହାସଲ କରିପାରିନଥିଲେ। ପରବର୍ତୀ ମୁହୂର୍ତରେ ସାହାଜାହାନ ଓ ରାଜା ରାମମୋହନ ବହୁତ କଷ୍ଟରେ ଏହି ପ୍ରଥାକୁ ବନ୍ଦ କରିଥିଲେ। ଆଜିର ଯୁଗରେ job କରିବାଟା ସବୁଠୁ ବଡ ଜିନିଷ।ଯଦି job କରିବ ତେବେ ଇଂଲିଶ ନିତ୍ୟାନ୍ତ ଆବଶ୍ୟକ ଅଥଏବ ଇଂଲିଶ ନଜାଣିଲେ ବ୍ୟବସାୟ କରିପାରିବନାହିଁ ଏବଂ ଯଦି ହିନ୍ଦୀ ଭାଷାର ବ୍ୟବହାର କରାଯାଏ ତେବେ ତାକୁ ଛୋଟର ମାନ୍ୟତା ଦେଇଥାନ୍ତି। ଏତତବ୍ୟତୀତଇଉରୋପିଅନ ଦେଶ ଗୁଡିକ ତାଙ୍କ ନିଜ ମାତୃଭାଷା ବ୍ୟବହାର କରୁଛନ୍ତୁ କିନ୍ତୁ ଭାରତ କଣ ପାଇ ବ୍ୟବହାର କରିପାରିବନି,ଏହାର କାରଣ ଲୋକମାନଙ୍କର ଚିନ୍ତାଧାରା ନିଜେ ହିଁ ବଦଳାଇବାକୁ ପଡିବ। ଯଦି ଇଂରେଜ଼ମାନେ ଆମ ଦେଶକୁ ନଆସିଥାନ୍ତେ ତେବେ ଆମ ଦେଶ ଆଜି ବହୁତ ଉପରେ ପହଞ୍ଚି ସାରନ୍ତାଣୀ। ବନ୍ଦେ ମା ତରମ। ଜୟ ହିନ୍ଦ।

LEAVE A REPLY

Please enter your comment!
Please enter your name here