ଆଜିର ଅନୁଚିନ୍ତା ।

0
435

ଆପଣଙ୍କ ଘରେ ଯେଉଁ ପୂଜା କରାଯାଏ ,ସେ ଗଣେଶ ପୂଜା ହେଉ କି ସତ୍ୟନାରାୟଣ ପୂଜା ହେଉ।ନନା ସର୍ବଦା ଗୋଟିଏ କଳସ ବସାଇ ଥାନ୍ତି।ଏହି କଳସ ଜଳକୁ ନେଇ ଗୋଟିଏ ଅଦ୍ଭୁତ କଥା ମନେ ରଖନ୍ତୁ।ଏହି କଲସର ଜଳକୁ ୪ପ୍ରକାରରେ ଛିଞ୍ଚା ଯାଇଥାଏ।ପ୍ରଥମତଃ ଯଦି ଏହି କାଳସର ଜଳକୁ ଆମ୍ବପତ୍ର ଦ୍ୱାରା ଘରର ଚାରିଆଡେ ଛିଞ୍ଚିଲେ ଘରେ ଥିବା ସମସ୍ତ ବାସ୍ତୁ ଦୋଷ ଦୂର ହୋଇଥାଏ।

ଏହି କଲସର ଜଳକୁ ଯାଦି ଆପଣ ତୁଳସୀ ପତ୍ର ଦ୍ୱାରା ଛିଞ୍ଚିବେ ।ତେବେ ସମସ୍ତ ପରିବାରର ଦେହ ଭଲ ରହିଥାଏ।ଯଦି ଏହି କଲସର ଜଳକୁ କୌଣସି ଫୁଲ ଦ୍ୱାରା ଛିଞ୍ଚିବେ ତେବେ ପରିବାରର ଲୋକଙ୍କ ମଧ୍ୟରେ ପ୍ରେମ ବୃଦ୍ଧି ପାଇଥାଏ ।ଯଦି ଏହି ଜଳକୁ ଆପଣ ଦୁବ ଦ୍ୱାରା ଛିଞ୍ଚିବେ ତେବେ ଘରେ ଥିବା ଚୋଟପିଲାମାନଙ୍କ ବୁଦ୍ଧି ବଢିଥାଏ ।ମାଆ ମନେ ଏହା ନିଶ୍ଚିତ କରନ୍ତୁ ଦେଖିବେ ଘରେ ଖୁସିର ମାହୋଲ ସୃଷ୍ଟି ହେବ।

LEAVE A REPLY

Please enter your comment!
Please enter your name here