ଜାଣିଛନ୍ତି କି ବ୍ରହ୍ମା ଏତେ ବଡ ପାପ କାର୍ଯ୍ୟ କାହିଁକି କରିଥିଲେ।

0
712

ସରସ୍ୱତୀ ପୁରାଣ ଏବଂ ମତସ୍ୟ ପୁରାଣରେ ବ୍ରହ୍ମା ନିଜ ଝିଅ ସହ ବିବାହ କରିବାର ପ୍ରସଙ୍ଗ ରହିଅଛି , ଯାହାର ଫଳ ସ୍ୱରୂପ ପୃଥିବୀରେ ମନୁର ଜନ୍ମ ହୋଇଥିଲା। ସରସ୍ୱତୀ ପୁରାଣ ଅନୁସାରେ ବ୍ରହ୍ମା ସରସ୍ୱତୀଙ୍କୁ ଜନ୍ମ ଦେଇଥିଲା । ସେଥିପାଇଁ କୁହାଯାଏ ଯେ ସରସ୍ୱତୀଙ୍କର ମା ନାହାନ୍ତି କେବଳ ପିତା ଅଛନ୍ତି। ସରସ୍ୱତୀଙ୍କୁ ବିଦ୍ୟାର ଦେବୀ କୁହାଯାଏ।

ଏହି ବିଦ୍ୟା ଦେବୀ ଏତେ ସୁନ୍ଦର ଏବଂ ଆକର୍ଷଣ ଥିଲେ ଯେ ସ୍ୱୟଂ ବ୍ରହ୍ମା ନିଜ ଝିଅର ଆକର୍ଷଣ ରେ ନିଜକୁ ବଞ୍ଚାଇ ପାରିଲେ ନାହିଁ ଏବଂ ତାଙ୍କୁ ସ୍ତ୍ରୀ କରିବା ପାଇଁ ସ୍ଥିର କଲେ। ସରସ୍ୱତୀ ନିଜ ପିତାଙ୍କର ଏହିପରି ଭାବରେ ବୁଝିସାରିଥିଲେ ଏବଂ ସେ ନିଜକୁ ବଞ୍ଚାଇବା ପାଇଁ ଚାରି ଦିଗରେ ଲୁଚିଲେ, କିନ୍ତୁ ସେ ବ୍ରହ୍ମାଙ୍କଠାରୁ ଲୁଚି ପାରିଲେନି।

ପରେ ସେ ଯାଇ ସ୍ଵର୍ଗ ଲୁଚିଲେ ,ପୁରାଣ ଅନୁସାରେ ଜଣାଯାଏ ଯେ ବ୍ରହ୍ମାଙ୍କର ପାଞ୍ଚଟି ମୁଣ୍ଡ ଥିଲା । ସେ ଉପରେ ଥିବା ପଞ୍ଚମ ମୁଣ୍ଡରେ ସରସ୍ୱତୀଙ୍କୁ ଖୋଜି ନେଲେ ଏବଂ ତାଙ୍କୁ ବିବାହ ପାଇଁ ଅନୁରୋଧ କଲେ । ପରେ ସେ ପତିପତ୍ନୀ ହୋଇ ଜଙ୍ଗଲରେ ଶହେ ବର୍ଷ ରହିଲେ ଓ ଧରାର ପ୍ରଥମ ମନୁଷ୍ୟ ମନୁଙ୍କୁ ଜନ୍ମ ଦେଲେ।

LEAVE A REPLY

Please enter your comment!
Please enter your name here