ମ୍ୟାଗି ଖାଉଛନ୍ତି ଯଦି ପଢନ୍ତୁ ଏହି ଖବର । ମ୍ୟାଗି ଖାଇଲେ ହେଉଛି ଏହି ୮ଟି ରୋଗ ମ୍ୟାଗି ଉପରେ ସରକାର ଲଗାଇଲେ ରୋକ ।

0
378

ପୁରା ଦେଶ ରେ ମ୍ୟାଗି ର ବହୁଳ ବ୍ୟବହାର ଦେଖିବାକୁ ମିଳିଥାଏ I ତେବେ କୋର୍ଟ ବର୍ତମାନ ମ୍ୟାଗି ସ୍ଵାସ୍ତ୍ୟ ପକ୍ଷେ ହାନିକାରକ ବୋଲି ଘୋଷଣା କରିଛି I ନେସ୍ଲେ ଇଣ୍ଡିଆ ର ଅନେକ ନୁଡ଼ଲ ପ୍ରଡକ୍ଟ ରେ ସୀସା ରହିଥାଏ ଏବଂ ଏହା କୁ ନେଇ ସୁପ୍ରିମ କୋର୍ଟ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଉଛି I

ସରକାର ଲୋକ ଙ୍କୁ ଭ୍ରମାତ୍ମକ ବିଜ୍ଞାପନ କୁ ନେଇ 640 କୋଟି ଟଙ୍କା ର ନେସ୍ଲେ କମ୍ପାନୀ ଉପରେ ଜୁର୍ମାନା ମଧ୍ୟ ଲଗାଇଚି I ମ୍ୟାଗି ରେ ପ୍ରଚୁର ପରିମାଣ ର ସୀସା ରହିବାକୁ ନେଇ ଏହା ଶରୀର ପକ୍ଷ୍ୟ ରେ ହାନିକାରକ ହେଇଥାଏ ଯାହା କି ମସ୍ତିସ୍କ ପାଁଇ ହାନିକାରକ ଅଟେ I
ଭାରତୀୟ ଖାଦ୍ୟ ସୁରକ୍ଷ୍ୟା ଏବଂ ମାନବ ଅଧିକାର ଜୁନ 2015 ରେ ନିଶ୍ଚିତ ସୀମା ରୁ ଅଧିକ ଲିଡ଼ ର ମାତ୍ରା ଦେଖିବାକୁ ନେଇ ମ୍ୟାଗି ଉପରେ ସରକାର ପ୍ରତିବନ୍ଧକ ଲଗାଇଥିଲେ I ଏବଂ ଏପରି କି ମ୍ୟାଗି କମ୍ପାନୀ ର ଓକିଲ ମଧ୍ୟ ଏହା ସ୍ୱୀକାର କରିଥିଲେ କି ମ୍ୟାଗି ରେ ଅଧିକ ଲିଡ଼ ର ମାତ୍ରା ରହିଛି I
କିନ୍ତୁ ସେ ସମୟ ରେ ଏନଏସଡିଆରସି ର ଘୋଷଣା କୁ ନେଇ ଏହି କେଶ ରେ ରୋକ ଲାଗିଥିଲା I ଏବଂ ଏହି ଅସମୟ ରେ ପୁରା ଦେଶ ରେ ମଧ୍ୟ ଲୋକେ ମ୍ୟାଗି କୁ ବିରୋଧ କରିଥିଲେ I କିନ୍ତୁ ଧୀରେ ଧୀରେ ମ୍ୟାଗି ପୁଣି ବଜାର ରେ ବିକ୍ରୟ ଆରମ୍ଭ କରିଥିଲା I ଏବଂ ବର୍ତମାନ ପୁଣି ଟେଷ୍ଟ ରୁ ଜଣାଯାଇଛି କି ମ୍ୟାଗି ରେ ଲିଡ଼ ର ମାତ୍ରା 0.01 ରୁ 2.5 ପିପିଏମ ପର୍ଯ୍ୟନ୍ତ ରହିଛି ଏବଂ 2015 ରେ ଏହି ମାତ୍ରା 17.2 ପିପିଏମ ଥିଲା I

ଅଧିକ ଲିଡ଼ ସ୍ଵାସ୍ତ୍ୟ ପାଁଇ ହାନିକାରକ – ଫୁଡ ସେଫଟି ନିୟମ ଅନୁସାରେ ଯଦି ଖାଦ୍ୟ ପଦାର୍ଥ ରେ ଲିଡ଼ ଓ ମୋନୋସୋଡିୟମ ଗ୍ଲୁଟାମେଟ ଅଧିକ ରହିଥାଏ ତେବେ ଏହି ରସାୟନ ଶରୀର ପାଁଇ ହାନିକାରକ ହେଇଥାଏ I

ଏମଏସଜି ରୁ ମୁହଁ , ମୁଣ୍ଡ ଓ ବେକ ସମସ୍ୟା ଆରମ୍ଭ ହେଇଥାଏ I ହାତ ଗୋଡ଼ କମଜୋରୀ ଆସିଥାଏ , ମୁଣ୍ଡ ବ୍ୟଥା , ପେଟ ସମ୍ବନ୍ଧିତ ସମସ୍ୟା , କିଡ୍ନୀ ଫେଲ , ପିଲା ଙ୍କ ର ବିକାଶ ନ ହେବା ଆଦି ସମସ୍ୟା ଦେଖିବାକୁ ମିଳିଥାଏ I ଡାକ୍ତର ଙ୍କ କହିବା ଅନୁସାରେ ଖାଦ୍ୟ ରେ ଲିଡ଼ ର ମାତ୍ରା ଅଧିକ ହେଲେ ନ୍ୟୁରୋଲଜିକାଲ ସମସ୍ୟା ଆରମ୍ଭ ହେଇଥାଏ ଏବଂ ରକ୍ତ ସଂଚାଳନ ରେ ସମସ୍ୟା ଆରମ୍ଭ ହେଇଥାଏ I

ପିଲାମାନେ ଓ ଗର୍ଭବତୀ ମହିଳାମାନେ ଦୁରେଇ ରହିବେ – ଅଧିକ ମାତ୍ରା ରେ ଲିଡ଼ ଶରୀର କୁ ଗଲେ ଏହା ତନ୍ତ୍ରିକ କୁ କୁ କ୍ଷତି କରିଥାଏ I ତେଣୁ ଗର୍ଭବତୀ ମହିଳା ଙ୍କୁ ଓ ପିଲା ଙ୍କୁ ଏଥିରୁ ଦୁରେଇ ରଖିବା ଉଚିତ I

LEAVE A REPLY

Please enter your comment!
Please enter your name here