ଚୀନ ବି ମୁଣ୍ଡ ନୁଆଁଇଲା ଭାରତ ସାମ୍ନାରେ..ସହିଦ ଯବାନଙ୍କୁ ଜଣାଇଲା ସମ୍ମାନପୂର୍ବକ ଶ୍ରଦ୍ଧାଂଜଳୀ, ମସୁଦ ଅଜହରକୁ ନେଇ ଦେଲା ସାଂଘାତିକ ବୟାନ..

0
260

ନିକଟରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ଯବାନମାନଙ୍କୁ ଚୀନ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛି l ୨୦ ତାରିଖରେ ଦିଲ୍ଲୀରେ ଅନୁଷ୍ଠିତ ହୋଇଥିଲା ଭିଭୋ ଭି୧୫ ପ୍ର ଫୋନର ଲଞ୍ଚ ହୋଇଥିଲା l ଏହି କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ କମ୍ପାନୀ ସହିଦ ଯବାନ ମାନଙ୍କ ପାଇଁ ୨ ମିନିଟ ନିରବ ପ୍ରାଥନା କରି ଥିଲେ l


ଏହା ସହ କମ୍ପାନୀ କର୍ପୋରେଟେ କମୁନିଟିର ହେଡ଼ ଆକ୍ରମଣକାରୀ ମସୂଦ ଅଜହର ଉପରେ କୌଣସି ପ୍ରତିକ୍ରିୟା ଦେଇନଥିଲେ l ସେ ଏହାକୁ ଏକ ଅତ୍ୟନ୍ତ ସମ୍ବେଦନଶୀଳ ମାମଲା ଏବଂ ଯାହା ଉପରେ କିଛି ମତାମତ ଦେଇ ହେବ ନାହିଁ ବୋଲି କହିଥିଲେ l ଏହା ସହ ପୁଲୱାମ ଆକ୍ରମଣକାରି ମାସୁଦ ଅଜହର ନା ସାମ୍ନାକୁ ଆସିବା ପରେ ସାରା ଦେଶରେ ପ୍ରତିବନ୍ଧକ ଲଗାଇବାରେ ଅଭିଯାନ ଆରମ୍ଭ ହୋଇଛି l କାରଣ ଚୀନ ପାଇଁ ବହୁଥର ଖସି ଯାଉଛି ମାସୁଦ ଅଜହର l

LEAVE A REPLY

Please enter your comment!
Please enter your name here