ଡାଇବେଟିସ ରୁ ମୁକ୍ତ ହେବା ପାଇଁ ଖାଆନ୍ତୁ ଏହି ୫ ଟି ପାରିବ

0
235

ଡାଇବେଟିସ୍ ରୋଗୀଙ୍କପାଇ ସର୍କରଜାତୀୟ ଖାଦ୍ୟ ଉପରେ କଟକଣା ରହିଥାଏ । ସେମାନେ ନିଜ ଖାଇବାରେ ଏପରି ପରିବା ସାମିଲ କରିବା ଉଚିତ ଯାହା ରକ୍ତ ରେ ଗ୍ଲୁକଜ ମାତ୍ରା ବ୍ଲଡ଼ସୁଗର ଲେଭର କୁ ନିୟନ୍ତ୍ରଣକରିପାରେ । 

1. କନ୍ଦମୂଳ – କନ୍ଦମୂଳ ଶରୀରରେ ସୁଗରର ସ୍ତରକୁ ବାରମ୍ବାର ହ୍ରସ ବୃଦ୍ଧି ହବାକୁ ରକ୍ଷା କରିଥାଏ ।କନ୍ଦାମୂଳରେ ଏପରି ସ୍ଲୋ କର୍ବନହାଇଡ୍ରେଟ ରହିଛି , ଯାହା ରକ୍ତରେ ସୁଗରକୁ ବୃଦ୍ଧି କରିବାକୁ ଦେଇନ ଥାଏ । ଏହା ବତୀତ କନ୍ଦମୂଳରେ ଫାଇବର , ବିଟାମିଲ ସି , ଏଓ ଜିଙ୍କ ପରି ଆଣ୍ଟିକ୍ସଡାଟ ମଧ୍ୟ ରହିଛି । ଏଥିରେ ଭିଟାମିନ ବି , ଆଇରନ , ପଟାସିୟମ ଏବଂ ମଗ୍ନେସିୟମ ଅଧିକମାତ୍ରରେ ରହିଛି । 

2. କଞ୍ଚା କଦଳି – କଞ୍ଚା କଦଳି ସରକାର ବୋହୁତ କମ ପରିମାଣରେ ଥାଏ । ଏହିକରାମରୁ କାଞ୍ଚକଦଳି ଡାଇବେଟିସ ଙ୍କପାଇଁ ଉପକରି । ଏଥିରେ ୫୫ ରୁ କାମ ଗ୍ଲାଇସେମିକ ଇଣ୍ଡୋସ୍ (ଜିଆର) ରହିଛି ଯାହା ପାଚନ ତନ୍ତ୍ରକୁ ସୁସ୍ଥରଖିବାରେ ସାହାଯ୍ୟ କରିଥାଏ । ତେଣୁ ଡ଼ାଇବେଟିସ ରୋଗୀ ଦୈନିକ ଭଜନ ରେ କଞ୍ଚା କଦଳି ସାମିଲ କରିପାରିବେ ।
3. ମୂଳା – ମୂଳାରେ ପ୍ରଚୁରର ପରିମାଣରେ ଭିଟାମିନ A B ଓC ରହିଛି । ସୁଗରକୁ ନିୟନ୍ତ୍ରଣ କରିବାରେ ଉପାଦାନ ଭରିରହିଛି । ତେଣୁ ଡାଇବେଟିସ ରୋଗୀ ନିୟମିତରେ ଖାଦ୍ୟକୁ ମୂଳାରେ ସାମିଲ କରିବା ଦରକାର । ମିଳାରେ ପୋଟାସିୟମ ମଧ୍ୟ ଭରିରହିଛି ରକ୍ତ ଚାପକୁ ମଧ୍ୟ ନିୟନ୍ତ୍ରକରିଥାଏ।

4. ଜନି – ଖାଇବା ଦ୍ଵାରା ରକ୍ତ ସୃଷ୍ଟି ହେବା ଦ୍ଵାରା ହେମଗ୍ଲୋବିନ ସ୍ତର ବଡ଼ିଥାଏ । ଏଥିରେ ଭିଟାମିନ c ଜିଙ୍କ , ଆଇରାନ ମଗ୍ନେସିୟମ ଭଳି ମିନେରାଲ ରହିଛି । ତେଣୁ ଡାଇବେଟିସ ରୋଗୀଙ୍କୁ ପାଇଁ ଜନି ବହୁତ ଉପହାର । ଏଥିରେ ଇନଶୁଲିଂ ଉତ୍ପାଦନ ଥଥା । peptides ଏବଂ alkaloids ଥିବାରୁ ଏହା ରକ୍ତକୁ ପରିସ୍ରାରେ ଥିବା ସୁଗର କୁ ନିୟନ୍ତ୍ରଣକରିଥାଏ । 

5. ଘି କୁଆରୀ – ଗବେଷଣାରୁ ଜଣାପଡିଚି ,ଘି କୁଆରୀ ବା ଆଲୋଭେରାରେ ଥିବା ଇମୋଡିନ ନାମକ ତତ୍ୱ ଶରୀରରେ ଗ୍ଲୁକୋଜ ର ସ୍ତରକୁ କମ କରିଥାଏ । ଏଥିରେ ଥିବା ଗ୍ଲୁକୋମେନନ ଏବଂ ମୁସିଲେଜ ଫାଇବର ଓଜନ ହ୍ରାସ କରିଥାଏ । ଆଲୋଭେରା ଇନସୁଲିନ ସ୍ତର ନିୟନ୍ତଣ କରି ଡାଇବେଟିସ କୁ କଣ୍ଟ୍ରୋଲକରିଥାଏ।

LEAVE A REPLY

Please enter your comment!
Please enter your name here