ଏବେ ମାର୍କେଟ କୁ ଆସୁଛି ନୂଆ ସେଟପ ବକ୍ସ ଯାହାର ନାମ ଜିଓ ୧୩୪ ଟ hd ଚାନେଲ ବିଲକୂଲ ମାଗଣାରେ – ଜାଣିରଖନ୍ତୁ କିପରି ଲାଭ ଉଠେଇବେ ।

0
328

ଜିଓସବୁବେଳେ ନିଜ ନିଜର ନୂଆ ନୂଆ ଓଫରପାଇଁ ଚର୍ଚ୍ଚାରେ ରହିଛି । ଜିଓ ଗୋଟିଏ ରୁ ଗୋଟିଏ ପ୍ଲାନ ଦେଇକରି ସବୁ କମ୍ପାନୀଗୁଡିକର ବେପାର ମାନ୍ଦା କରିଛି । ଓ ଟେଲିକମ କେତ୍ରରେ ବହୁତ କମ ସମୟରେ ଜିଓ ବହୁତ ନା କମାଇ ନେଇଛି । ଆପଣଙ୍କୁ କହିଦେବୁକି ୨୦୧୬ ରେ ଟେଲିକମ ଜଗତରେରିଲାଏନ୍ସ ଜିଓ ମାର୍କେଟ ରେ ପାଦ ଦେବା ଫଳରେ ପୁରା ମାର୍କେଟ ହଇ ଚଇ ସୃଷ୍ଟି କରିଛି । ରିଲାଏନ୍ସ ଜିଓ ଏଭଳି ଶସ୍ତା ଅଫର ଦେଇକରି ହୃଦୟ ଜିତି ପାରିଛି । 

ଏହି କାରଣ ଅଟେ କି ଆଜି ରିଲାଏନ୍ସ ଜିଓ ସବୁଠାରୁ ସଫଳ ଟେଲିକମ କମ୍ପାନୀ ହୋଇପାରିଛି ,ଆପଣଙ୍କୁ ଜଣାଇଦେବୁ କି ଯେଉଁଠି ରିଲାଏନ୍ସ ଜିଓ ମାର୍କେଟ ରେ ଆସି ହାଇଚଇ ସୃଷ୍ଟି କରିଥିଲା । ଆପଙ୍କୁ କହିଦେବୁ କି ଏହିଥର ରିଲାଏନ୍ସ ଜିଓ ନିଜର ଡିଟିଏଚ କ୍ଷେତ୍ରରେ ଦେବାକୁ ଯାଉଛି ,ଯାହାଦ୍ୱାରା ସେ ନୂଆ ନୂଆ ଅଫର ନେକି ଆସିବ । 

ଗତ ବର୍ଷ ରିଲାଏନ୍ସ ଜିଓ କଥା ସୃଷ୍ଟି କରିଦେଇଥିଲେ କି ସେ ଡିଟିଏଚ ସେବା ଆରମ୍ଭ କରିବାକୁ ଯାଉଛି । ମିଡିଆ ରିପୋର୍ଟ ଅନୁସାରେ ଜିଓ ନିଜ ହାଇଟେକ ସେଟଟପ ବକ୍ସ ସହ ୧୩୪ ଟି ଏଚଡି ଚ୍ୟାନେଲ ଫ୍ରିମିଳିବ ଯାହା ଗ୍ରାହକ ମାନଙ୍କ ପାଇଁ ଏକ ଖୁସି ଖବର ଅଟେ , ଜିଓ ଡିଟିଏଚ ମାର୍କେଟରେ ଆସିଲେ ଫୁନି ଆଉ ଥରେ ଦାମ ମାମଲାରେ କିଛି ନୂଆ ଫେସ କରିବ ଯାହା ଫାଇଦା ଗ୍ରାହକ ମାନକୁ ମିଳିବା ଅଛି । 

ଏହା ଛଡା ଆପଣକୁ ଏହା ବି କହିଦେବୁ କି ଏକ ଖାସ ଫିଚସ ଏହା ବି ଅଛିକି ଆପଣ ସେଟପବକ୍ସ ମାଧ୍ୟରେ ଦୁଇଟି ସେଟ ଟିଭି ସହଜରେ ଚଳାଇପାରିବେ । ଏମ ପିଇଜି ୨ ପ୍ରକାର ସେଟପ ବକ୍ସ ଲାଗିଛି , ଯାହାଦ୍ୱାରା ଆପଣ ଚାହିଲେ ସେହି ସେଟପ ବକ୍ସ ରେ ବାହରେବି ଷ୍ଟିକର ଲଗାଇପାରିବେ ଏଥିରୁ କୋମ୍ପୁଟର ଲ୍ୟାଲ ଇନ ତଥା ଆଉଟ ବି ପୋର୍ଟ ବି ଦିଆ ଯାଇଛି ।

LEAVE A REPLY

Please enter your comment!
Please enter your name here