ନାଭିରେ ଲଗାନ୍ତୁ ଏହି ଜିନିଷକୁ ନିଶ୍ଚିତ ଅଳ୍ପ ଦିନରେ ଭଲ ହୋଇଯିବ ଅନେକ ରୋଗ

0
6723

 

ଆଜିର ସମୟରେ ସମସ୍ତେ ଆରାମ ଦାୟିକ ଜୀବନ ବିତାଇବା ପାଇଁ ଚାହାଁନ୍ତି। ଏବଂ ଜୀବନରେ ସବୁ ଇଚ୍ଛା ପୂର୍ଣ୍ଣ ହେଉବୋଲି। କିନ୍ତୁ ଏମିତ ସମସ୍ତଙ୍କ ଜୀବନରେ ହୋଇ ନଥାଏ। ଏହି ସବୁ ପଛରେ ରହିଛି ବ୍ୟକ୍ତିର କର୍ମ ଏବଂ ଗ୍ରହ ମାନଙ୍କ ପ୍ରଭାବ। ଶୁକ୍ରଗ୍ରହର ଦୁଃପ୍ରଭାହ ଏବଂ ଭୌତିକ ଜିନିଷକୁ ସାମ୍ନା କରିବାକୁ ପଡିଥାଏ। ଏବଂ ସାଧାରଣତଃ ଆପଣଙ୍କ ଜୀବନରେ ସୁଖ ଏବଂ ଭଲପାଇବା ମଧ୍ୟ ମିଳିନଥାଏ। ଯଦି ଆପଣଙ୍କ ସହ ଭଲ ଜିନିଷ ଆକର୍ଷଣ ହୋଇନଥାଏ ତେବେ ଆପଣଙ୍କ ଶୁକ୍ରଗ୍ରହ ଦୁର୍ବଳ ଅଛି।

ଯେତେବେଳେ ଶୁକ୍ରଗ୍ରହ ଦୁର୍ବଳ ହୋଇଥାଏ ତେବ ଆପଣ ଜୀବନରେ ଅନେକ ପ୍ରକାର ଅସୁବିଧା ଆସିଥାଏ। ଯଦି ଆମକୁ ସୁଖ ସମୃଦ୍ଧିକୁ ଆମ ଜୀବନରେ ଆଣିବାକୁ ଅଛି ତେବେ ଶୁକ୍ରଗ୍ରହ ଶକ୍ତ ହେବା ନିହାତି ଦରକାର।
ଆମ ଶାସ୍ତ୍ରରେ ଶୁକ୍ରଗ୍ରହ ଏବଂ ଅତରର ନିବିଡ଼ ସମ୍ପର୍କ ଅଛି ବୋଲି କୁହାଯାଇଛି। ଏହି ସମ୍ବନ୍ଧରେ ଉପାୟ କଲେ ଆର୍ଥିକ ସ୍ଥିତିକୁ ସୁଧାରା ଯାଇ ପାରେ। ଏହାସହ ସମାଜରେ ମାନ ସମ୍ମାନ ବଢିବ ଏବଂ ସ୍ୱାସ୍ଥ୍ୟ ସମସ୍ୟା ଦୂର ହେବ। ତେଣୁ ପ୍ରତିଦିନ ଘରୁ ବାହାରିବା ସମୟରେ ନାଭିରେ ଚନ୍ଦନ , ଗୋଲାପ ଏବଂ ମଲ୍ଲିର ଅତର ଲଗାଇ ଯାଆନ୍ତୁ। ଏହା ଦ୍ୱାରା ସମ୍ପର୍ଣ୍ଣତା ଏବଂ ବୈଭବତା ବଢିବ।

ଚନ୍ଦନ ଏବଂ ମଲ୍ଲୀର ଅତର ଦେହରେ ଲଗାଇଲେ ମୁଣ୍ଡ ବ୍ୟଥା , ରାଗ ଏବଂ ନିଦ୍ରା ସହିତ ଜଡିତ ଅନେକ ସମସ୍ୟା ମଧ୍ୟ ଦୂର ହୋଇଯାଏ।

ଅତରର ପ୍ରୟୋଗ ଆମେ ପୂଜାରେ ଏବଂ ନିଜକୁ ସୁଗନ୍ଧିତ ରଖିବା ପାଇଁ ବ୍ୟବହାର କରିଥାଉ। ଯଦି ଆପଣ କୌଣସି କାର୍ଯ୍ୟ କରିବାକୁ ବାହାରକୁ ଯାଉଛନ୍ତି ତେବେ ନିଜ ନାଭିରେ ଅତର ନିଶ୍ଚୟ ଲଗାନ୍ତୁ।

ଯଦି ଆପଣଙ୍କର କୌଣସି ପଇସା ସମ୍ବନ୍ଧରେ ଅସୁବିଧା ଅଛି ସେତେବେଳେ ଆପଣ ଗୋଲାପର ଅତର ବ୍ୟବହାର କରନ୍ତୁ କାରଣ ଗୋଲାପର ଅତର ମାତା ଲକ୍ଷ୍ମୀଙ୍କର ପ୍ରିୟ ହୋଇଥାଏ।

LEAVE A REPLY

Please enter your comment!
Please enter your name here