ଲିଙ୍ଗରାଜ ମନ୍ଦିରରେ ବସିଲା ମାଟିଆ ଚିଲ

0
1767

ଶନିବାର ଦିନ ରାଜଧାନୀ ର ଲିଙ୍ଗରାଜ ମନ୍ଦିର ରେ ଏକ ମାଟିଆ ଚିଲ ବସିବା ନେଇ ସବୁଆଡେ ଜୋରଦାର ଚର୍ଚା ହେଉଛି I ଏକ ପ୍ରତିଷ୍ଠିତ ଖବରକାଗଜ ରେ ମଧ୍ୟ ଏନେଇ ପ୍ରକାଶ ପାଇଛି I ଖବର ଅନୁଯାୟୀ ଶନିବାର ଅପରାହ୍ନରେ ଏକ ମାଟିଆ ଚିଲ ଦୀର୍ଘ ସମୟ ଧରି ମନ୍ଦିର ଉପରେ ଉଡି ବୁଲିଥିଲା ଏବଂ ଶେଷରେ ମନ୍ଦିର ଉପରେ ବସି ରହିଥିଲା I ପୂର୍ବରୁ କେବେ ଏମିତି ଅଘଟଣ ଘଟିନଥିବାରୁ ଏହାକୁ ନେଇ ସେବାୟତ ମାନେ ଆତଙ୍କିତ ହେଇପଡ଼ିଛନ୍ତି I ଏହାକୁ କେହି କେହି ଅଶୁଭ ସଂକେତ କହୁଥିବା ବେଳେ କେହି କେହି କହୁଛନ୍ତି କି ଚିଲ ବସିଲେ ଶୁଭ I ତେବେ ଏହା ଏକ ସଂଯୋଗ ମାତ୍ର ଏହାକୁ ନେଇ ଭୟ କରିବାର କୋୖନଃଶି କାରଣ ନାହିଁ I

LEAVE A REPLY

Please enter your comment!
Please enter your name here