ଗତକାଲି ହେଲା ରେକର୍ଡ ସଂଖ୍ୟକ ୨୨୦୯ ନମୁନା ପରୀକ୍ଷା ଗୋଟିଏ ଦିନରେ

0
130

ଭୁବନେଶ୍ବର : ବଢୁଛି   ଦିନକୁ ଦିନ ନମୁନା ପରୀକ୍ଷଣ ସଂଖ୍ୟା  କରୋନାକୁ ନେଇ ।  ଗୋଟିଏ ଦିନରେ ଗତକାଲି  ହୋଇଛି  ୨୨୦୯ଟି ନମୁନା ପରୀକ୍ଷା ।   ପରୀକ୍ଷା ହୋଇଥିଲା ମଙ୍ଗଳବାର ୨ ହଜାର ୨୭ଟି ନମୁନା ।  ଏହି ସଂଖ୍ୟାକୁ ଅତିକ୍ରମ କରି  ବୁଧବାର   ୨ ହଜାର ୨୦୯ଟି ନମୁନା ପରୀକ୍ଷା ହୋଇଛି । ଏହା ରାଜ୍ୟ ପାଇଁ ରେକର୍ଡ ସଂଖ୍ୟକ ପରୀକ୍ଷା। ଏହାକୁ ମିଶାଇ ରାଜ୍ୟରେ ମୋଟ୍ ନମୁନା ପରୀକ୍ଷଣ ସଂଖ୍ୟା ୧୫ ହଜାର ୯୮୪ରେ ପହଞ୍ଚିଛି।

ଏହା ମଧ୍ୟରୁ  ପଜିଟିଭ୍ ଆସିଛି   ୮୩ଟି ନମୁନା ।   ୫୦ଟି ରାଜ୍ୟରେ ଏବେ ଆକ୍ଟିଭ୍ କେସ୍ ରହିଛି  ।   ୩୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।  କରୋନା  ର  ବର୍ତ୍ତମାନ ସୁଦ୍ଧା ଜଣଙ୍କର ମୃତ୍ୟୁ ହୋଇଛି ।

ଭୁବନେଶ୍ୱର ହେଲା  କଣ୍ଟେନମେଣ୍ଟ ମୁକ୍ତ ଅଞ୍ଚଳ । ସତ୍ୟନଗର, ସୂର୍ଯ୍ୟନଗର, ଓ ବମିଖାଲରୁ ଉଠିଲା କଣ୍ଟେନମେଣ୍ଟ କଟକଣା ।   ସୂଚନା ଦିଆଯାଇଛି  ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ  । ହେଲେ, ଏହି ସବୁ ଅଞ୍ଚଳ ଉପରେ   ଆଗାମୀ ୭ ଦିନ ପର୍ଯ୍ୟନ୍ତ    ପ୍ରଶାସନ    ରଖିବ  ତୀକ୍ଷଣ ନଜର ।

ଭୁବନେଶ୍ୱରରେ କୌଣସି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇନାହାଁନ୍ତି  ଗତ ସାତ ଦିନ ମଧ୍ୟରେ ଭୁବନେଶ୍ୱରରେ କୌଣସି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇନାହାଁନ୍ତି ।    ବିଏମସି ଏହି ନିଷ୍ପତ୍ତି ନେଇଛି  ଏହାକୁ ଦୃଷ୍ଟିରେ ରଖି । ପୂର୍ବରୁ ଯଦୁପୁର ଓ ସୁନ୍ଦରପଦା ଅଞ୍ଚଳକୁ କଣ୍ଟେନମେଣ୍ଟ ମୁକ୍ତ ଅଞ୍ଚଳ ଭାବେ ଘୋଷଣା କରାଯାଇଥିଲା । ରାଜଧାନୀ ଭୁବନେଶ୍ୱରରେ ମୋଟ ୪୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ  ଜଣଙ୍କର ମୃତ୍ୟୁ ହୋଇଛି  ଏବଂ  ଏବେ ୨୪ଜଣ ଆକ୍ରାନ୍ତ କୋଭିଡ୍ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।

 

LEAVE A REPLY

Please enter your comment!
Please enter your name here