ନିମ୍ବ ପତ୍ର କୁ ବ୍ୟବହାର କରାଯାଇ ଥାଏ ଶରୀର ର, ବିଭିନ୍ନ ପ୍ରକାରର ଚିକିତ୍ସା ପାଇଁ ନିଶ୍ଚିତ ଜାଣି ରଖନ୍ତୁ ….

0
467

ସକ୍ଷମ ଅଟେ ବାର୍ଧ୍ଧକ୍ୟ ର ଲକ୍ଷଣ କୁ ସକ୍ଷମ କରିବାରେ : – ଓଲିକ୍ ଏସିଡ ଥାଏ ନିମ୍ବ ରେ , ଚର୍ମ ସମ୍ବନ୍ଧୀୟ ସୂକ୍ଷ୍ମ ରେଖା, ଚର୍ମ ରୋଗ ବଦଳାଇବା ଏବଂ କୁଣ୍ଚିତ କୁ ରୋକିଥାଏ । ଚର୍ମ ରେ ରହି ଏହି ଏସିଡ ଆଦ୍ରତା କୁ ଦୂର କରିଥାଏ ।

ବାହାର କରିଥାଏ ବ୍ଲାକହେଡ– ଷ୍ଟିଅରିକ୍ ଏସିଡ ରହିଥାଏ ନିମ୍ବ ପତ୍ରରେ । ଏହି ଏସିଡ କାରଣ ରୁ , ଚର୍ମ ରୁ ତେଲ ଓ ମଇଳା ବାହାର କରିବା ରେ ସାହାଯ୍ୟ କରିଥାଏ ନିମ୍ବ ପତ୍ର ।
ଚର୍ମ ର ସମସ୍ତ ଛିଦ୍ର କୁ ଦୂର କରିଥାଏ । ଚର୍ମ ରେ ଅଭାବ ଥିବା ଆଦ୍ରତା କୁ ଦୂର କରିବା ସହିତ ଚର୍ମ କୁ କୋମଳ କରିଥାଏ ଏହା ।

ବ୍ରଣ – ଆଣ୍ଟି ବ୍ୟାକ୍ଟେରିଆ ଗୁଣ ଥାଏ ନିମ୍ବ ପତ୍ର ରେ ଯାହା କି ତ୍ୱଚା ରେ ଥିବା ବ୍ରଣ କୁ ହ୍ରାସ କରିବା ରେ ସାହାଯ୍ୟ କରିଥାଏ । ଚର୍ମ ର ପ୍ରାକୃତିକ ତେଲ କୁ ଧରି ରଖିଥାଏ ନିମ୍ବ ପତ୍ରରେ ଥିବା ଓଲିକ୍ ଏସିଡ । ହର୍ମୋନ୍ ର ଅସୁନ୍ତୁଳତା କାରଣ ରୁ ମଧ୍ୟ ବ୍ରଣ ହୋଇଥାଏ ।

ଦାଗ : ଫ୍ୟାଟି ଏସିଡ ରହିଥାଏ ନିମ୍ବ ପତ୍ରରେ ଯାହା କି ଚର୍ମ କୁ ଚିକ୍କଣ ରଖିଥାଏ । ଏହା ସାହାଯ୍ୟ କରିଥାଏ ଚର୍ମରେ ଥିବା ଦାଗ କୁ ଲିଭାଇବା ରେ ।

କବକ – ଯାଦୁ ,କାଛୁ ର ଚିକିତ୍ସା କରାଯାଇ ଥାଏ ନିମ୍ବ ପତ୍ର ରେ । ନିମ୍ବ ପତ୍ରରେ ରହିଛି ଗେଡୁନିନ୍ ତେଣୁ ଏହା କବକ
ଚିକିତ୍ସା କରିବା ର କ୍ଷମତା ରଖିଛି ।


ଦୂର କରିଥାଏ ଚର୍ମ ପ୍ରଦାହ କୁ – ନିମ୍ବିନ ନାମକ ଏକ ଉପାଦାନ ରହିଛି ନିମ୍ବ ପତ୍ରରେ । ଚର୍ମର ପ୍ରଦାହ ଜନିତ ସମସ୍ୟା , ଚର୍ମ ଲାଲ ପଡିବା ଆଦି ସମସ୍ୟା ରୁ ସୁରକ୍ଷା ଦେଇଥାଏ । ଲୁକେମିଆ ରହିଥାଏ ନିମ୍ବ ପତ୍ରରେ ଯାହା କି ରକ୍ତ କର୍କଟ ପିଡିତ ରୋଗୀ ଙ୍କ ସମସ୍ୟା ହ୍ରାସ କରିବା ରେ ସହାୟକ ହୋଇଥାଏ ।

LEAVE A REPLY

Please enter your comment!
Please enter your name here